You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Agree Agree Stay
ସ୍କୁଲ୍ ଯାଉଥିବା ବୟସର ପିଲାମାନେମଧ୍ୟ ସୁରକ୍ଷା ଆବଶ୍ୟକ କରନ୍ତି!

ଶିଶୁଟିଏ ନବଜାତ ଅବସ୍ଥା ଅତିକ୍ରମ କରିବା ପରେ, ବହୁ ସମୟରେ ପିତାମାତା ଶିଶୁର ଟିକାକରଣ ସ୍ଥିତି ବିଷୟରେ ମନେ ରଖିବା ଭୁଲିଯାଆନ୍ତି। ଫଳସ୍ୱରୂପ, ଶିଶୁ ତଥା ସେମାନେ ନିଜେ ସଂକ୍ରମଣ ଏବଂ ରୋଗ ପ୍ରତି ଉନ୍ମୁକ୍ତ ହୋଇଥାନ୍ତି ଏହାଫଳରେ କେବଳ ପିଲାର ପାଠପଢ଼ା ଓ ବିକାଶ ବାଧାପ୍ରାପ୍ତ ହୋଇନଥାଏ ତାହା ସହିତ ସେମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ହୋଇଥାଏ।

ତେଣୁ, ଯଦି ଆପଣ ନିଶ୍ଚିତ ନୁହନ୍ତି ଯେ ଆପଣଙ୍କ ଶିଶୁ ଯଥେଷ୍ଟ ସୁରକ୍ଷିତ କି ନା ଶିଶୁର ଟିକାକରଣ (ଭ୍ୟାକ୍ସିନେସନ୍) କାର୍ଡ ଯାଞ୍ଚ କରନ୍ତୁ ଏବଂ ଭୁଲି ଯାଇଥିବା କିମ୍ବା ନେବାକୁ ଥିବା ଭ୍ୟାକ୍ସିନେସନ୍ ବା ଟୀକାକରଣ ବିଷୟରେ ଅଧିକ ସୂଚନା ପାଇଁ ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ଆପଣଙ୍କ ଡାକ୍ତରଙ୍କ ଦ୍ୱାରା ଅନୁମୋଦିତ ବୟସ ପାଇଁ ଉପଯୁକ୍ତ ଟିକାକରଣ (ଭ୍ୟାକ୍ସିନେସନ୍) ବହୁ ଘାତକ ସଂକ୍ରମଣ ବିରୋଧରେ ଆବଶ୍ୟକ ପ୍ରତିରୋଧକତା ପ୍ରଦାନ କରିପାରେ।

ସ୍କୁଲ ଯିବା ବୟସର ପିଲାମାନଙ୍କ ପାଇଁ ଟିକାକରଣ (ଭ୍ୟାକ୍ସିନେସନ୍)

ଏକ ଜନ ସଚେତନତା ପ୍ରୟାସ ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।

ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।

#: ବର୍ତ୍ତମାନ ଆପଣ ଜିଏସ୍‌କେର ୱେବସାଇଟ୍ ତ୍ୟାଗ କରୁଛନ୍ତି ଏବଂ ଜିଏସ୍‌କେ ଦ୍ୱାରା ପରିଚାଳିତ ହେଉନଥିବା ୱେବସାଇଟରେ ପ୍ରବେଶ କରୁଛନ୍ତି। ଆମ୍ଭେମାନେ ଲିଙ୍କ୍ ହୋଇଥିବା ସାଇଟ୍‌ର ବିଷୟବସ୍ତୁ କିମ୍ବା ଉପଲବ୍ଧତା ପାଇଁ ଦାୟୀ ହେବୁ ନାହିଁ। ଏଣୁ ଆପଣଙ୍କୁ ଏହି ବିପଦର ଆଶଙ୍କା ପ୍ରତି ଧ୍ୟାନ ଦେବାକୁ ହେବ ଏବଂ ଆଗକୁ ବଢ଼ିବାକୁ ସ୍ଥିର କରିବାକୁ ହେବ। ଜିଏସ୍‌କେ ଅନ୍ୟ ତୃତୀୟ ପକ୍ଷ ୱେବସାଇଟକୁ ଲିଙ୍କ ପ୍ରଦାନ କରିପାରେ ଯେଉଁମାନେ କି ଆମର ୱେବସାଇଟ୍ ଭିଜିଟରମାନଙ୍କ ପ୍ରତି ଆଗ୍ରହୀ ହୋଇପାରନ୍ତି। ପ୍ରଦାନ କରାଯାଇଥିବା ଲିଙ୍କଗୁଡ଼ିକ ଇଣ୍ଟରନେଟ୍‌ରେ ଅନ୍ୟ ଉପାଦେୟ ସୂଚନା ଠାବ କରିବାରେ ଆପଣଙ୍କ ସହାୟତା ପାଇଁ ପ୍ରଦାନ କରାଯାଇଥାଏ। ଆପଣ ଯେତେବେଳେ ଏହି ଲିଙ୍କଗୁଡ଼ିକ ଉପରେ କ୍ଲିକ୍ କରନ୍ତି ଆପଣ ଜିଏସ୍‌କେର ୱେବସାଇଟ୍ ତ୍ୟାଗ କରିବେ ଏବଂ ଅନ୍ୟ ସାଇଟ୍‌କୁ ପୁନଃ ନିର୍ଦ୍ଦେଶିତ ହେବେ। ଏହି ସାଇଟ୍‌ଗୁଡ଼ିକ ଜିଏସ୍‌କେର ନିୟନ୍ତ୍ରଣ ଅଧୀନରେ ନାହିଁ।

ଜିଏସ୍‌କେ ଲିଙ୍କ୍ ହୋଇଥିବା ତୃତୀୟ ପକ୍ଷ ୱେବସାଇଟ୍‌ର ବିଷୟବସ୍ତୁ କିମ୍ବା ଉପଲବ୍ଧତା ପାଇଁ ଦାୟୀ ହେବ ନାହିଁ। ଆମ୍ଭେମାନେ ଏହି ତୃତୀୟପକ୍ଷଗୁଡ଼ିକର ଏଜେଣ୍ଟ ନୁହେଁ କିମ୍ବା ଆମ୍ଭେ ସେମାନଙ୍କ ସୂଚନାର ନିଶ୍ଚିତତା ବା ସତ୍ୟାର୍ପଣ କରୁନାହିଁ। ଆମ୍ଭେମାନେ ଏହି ଲିଙ୍କ୍ ହୋଇଥିବା ସାଇଟ୍‌ରେ ରହିଥିବା ସୂଚନାର ସଠିକତା ବିଷୟରେ କୌଣସି ଉପସ୍ଥାପନା ବା ୱାରେଣ୍ଟି ଦେଉ ନାହିଁ। ଆମେ ପରାମର୍ଶ ଦେଉଛୁ ଯେ ଆପଣ ସଦାସର୍ବଦା ଏହି ଲିଙ୍କ ହୋଇଥିବା ୱେବସାଇଟ୍‌ରୁ ସୂଚନା ହାସଲ କରିବା ପୂର୍ବରୁ, ଏହି ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଯାଞ୍ଚ କରି ନିଅନ୍ତୁ।

ଏହା ସହିତ ମଧ୍ୟ ଦୟାକରି ଏହି ସାଇଟ୍‌ର ନିରାପତ୍ତା ଏବଂ ଗୋପନୀୟତା ନୀତି ବିଷୟରେ ସଚେତନ ରହନ୍ତୁ ଯାହାକି ଜିଏସ୍‌କେ ନୀତିଠାରୁ ଭିନ୍ନ ହୋଇପାରେ, ତେଣୁ ଏହି ତୃତୀୟ ପକ୍ଷ ଗୋପନୀୟତା ଓ ସୁରକ୍ଷା ନୀତି ଧ୍ୟାନ ଦେଇ ପଢ଼ନ୍ତୁ।

ଯଦି ଏହି ଲିଙ୍କ୍ ହୋଇଥିବା ତୃତୀୟ ପକ୍ଷ ୱେବସାଇଟ୍ ଦ୍ୱାରା ଦିଆଯାଉଥିବା ଉତ୍ପାଦ ଓ ସେବା ବିଷୟରେ ଆପଣଙ୍କର କୌଣସି ପ୍ରଶ୍ନ ବା ଚିନ୍ତା ରହିଥାଏ ଦୟାକରି ସିଧାସଳଖ ଭାବରେ ତୃତୀୟ ପକ୍ଷ ସହ ଯୋଗାଯୋଗ କରନ୍ତୁ’’।

ଆପଣଙ୍କ ଶିଶୁର ସୁରକ୍ଷାରେ ରହିଥିବା ସମ୍ଭାବ୍ୟ ଅଭାବଗୁଡ଼ିକ ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁକୁ କୌଣସି ଟିକା ଦେବାକୁ ଭୁଲିଯାଇନାହାନ୍ତି ତ ଦେଖିବା ପାଇଁ ଏକ ବ୍ୟକ୍ତିଭିତ୍ତିକ ସମୟ ରେଖା ଉତ୍ପନ୍ନ କରନ୍ତୁ*

ବର୍ତ୍ତମାନ ବ୍ୟବହାର କରିବା ଆରମ୍ଭ କରନ୍ତୁ

2021(c) ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ
ଗୋପନୀୟତା ନୀତି | କୁକିଜ୍ ନୀତି | ବୈଧାନିକ ସତର୍କବାଣୀ

ବୈଧାନିକ ସତର୍କବାଣୀ:
ଏହି ୱେବସାଇଟ୍ କେବଳ ଭାରତର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ।
ଏଠାରେ ଦର୍ଶାଯାଇଥିବା ରୋଗଗୁଡ଼ିକର ତାଲିକା ହେଉଛି ଆଇଏପି (ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍) ଦ୍ୱାରା ସେମାନଙ୍କ ରୁଟିନ୍ ଏବଂ କ୍ୟାଚଅପ୍ ଟିକାକରଣ (ଭ୍ୟାକ୍ସିନେସନ୍) ସୁପାରିଶ୍‌ରେ ରହିଥିବା ପ୍ରତିଷେଧଯୋଗ୍ୟ ରୋଗଗୁଡ଼ିକର ତାଲିକା ଅଟେ। ଏହି ତାଲିକା ବାହାରେ ମଧ୍ୟ ଅନ୍ୟାନ୍ୟ ରୋଗ ରହିପାରେ ଯାହାକି ଆପଣଙ୍କ ଶିଶୁକୁ ପ୍ରଭାବିତ କରିପାରେ। ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ। ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌।
ସିଏଲ୍ କୋଡ୍: ଏନ୍‌ପି-ଆଇଏନ୍-ଏବିଏକ୍ସ-ଡବ୍ଲ୍ୟୁସିଏନ୍‌ଟି-210003, ଡିଓପି ଡିସେମ୍ବର 2021

ଅଂଶୀଦାର କରନ୍ତୁ |
ଅଂଶୀଦାର କରନ୍ତୁ
Vaccination Tracker